ଖାଇ
ଦେଖଣା
ଖାଇ —
ଉଚ୍ଚାରଣ: Khāi
খাই
खाइ
ଦେ. ବି —
୧: (ସଂ. ଖାତ; ଖାନ; ପ୍ରା. ଖାଇ)—ଗଡ଼ଖାଇ; ଗଡ଼ର ଚାରିପାଖ ବେଢ଼ିଥିବା କୃତ୍ରିମ ଖାଲ ବା ଜଳଖାତ; ଖନ୍ଦକ —୧. Ditch; trench; moat round a castle.
আখমাডাগুডি
कोल्हु
খাঅই
रुइवटनेकीकल
୨: (ସଂ. ଖାଦ ଧାତୁ)—ଆଖୁକୋହ୍ଲୁ ଆ; ଆଖୁକୁ ଚିପୁଡ଼ି ରସ ନିଗାଡ଼ିବା ୟନ୍ତ୍ରବିଶେଷ — ୨. Sugar-pressing machine.
୩: କପାଖାଇ; କପାରୁ ମଞ୍ଜିକୁ ଅଲଗା କରି ତୂଳା ବାହାର କରିବା ୟନ୍ତ୍ରବିଶେଷ — ୩. Cotton-ginning machine.
୪: (ସଂ. ଖାଦ୍ ଧାତୁ)—ଯେଉଁ ପାତ୍ରରେ କୌଣସି ଖାଇବା ଦ୍ରବ୍ୟ ରଖାଯାଏ —୪. A plate for eating.
[ଯଥା—ଚୂନଖାଇ, ଲୁଣଖାଇ]
খেগো
ଦେ. ପ୍ରତ୍ୟୟ —
ଯେ କୌଣସି ପଦାର୍ଥ ଖାଏ — Eater.
(ଯଥା—କୋଟିଲାଖାଇ, ଖଙ୍କାରଖାଇ)