Jump to content

ଖାଇଗୋଡ଼ାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଇଗୋଡ଼ାଇବା
ଉଚ୍ଚାରଣ: Khāigoṟḍ̠āibā
খাঁখাঁকরা

ଦେ. କ୍ରି. —

୧: ମୁଖ ବ୍ୟାଦାନ କରି ଖାଇବାକୁ ଆସିବା —୧. To come forward to eat or devour by yawning the mouth.

୨: (କୌଣସି ସ୍ଥାନ) ନିର୍ଜନତା ଯୋଗୁଁ ଉପସ୍ଥିତ ବ୍ୟକ୍ତି ମନରେ ଭୟ ସଞ୍ଚାର କରାଇବା —୨. (a desolate place) To produce a feeling of fear by its utter desolation.