Jump to content

ଖାଇଧୁଁର୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଇଧୁଁର୍
ଉଚ୍ଚାରଣ: Khāidhuñr

ପ୍ରାଦେ. (ସମ୍ବଲପୁର) ବିଣ. (ସଂ. ଖାଦ ଧାତୁ ଓ ଧୂରନ୍ଧର) —

୧: ଉଦରମ୍ଭରି; ପେଟୁ —୧. Gluttonish.

୨: ପେଟୁ ଓ ଆଳସ୍ୟପରାୟଣ — ୨. Gluttonous and idle.