Jump to content

ଖାଇବିହାତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଇବିହାତ
ଉଚ୍ଚାରଣ: Khāibihāta
ডানহাত दहनाहात

ଦେ. ବି. (ଯେଉଁ ହାତ ଦ୍ବାରା ମନୁଷ୍ୟ ଖାଏ) —

ଡ଼ାହାଣ ହାତ; ଦକ୍ଷିଣ ହସ୍ତ — Right hand.

ଡ଼େବିରିହାତରେ ଧନୁ, ଖାଇବିହାତରେ ଶର ନୀଳକଣ୍ଠ ଦାଶ. ପିଲାଙ୍କ ରାମାୟଣ