Jump to content

ଖାଇବୁଡ଼ୁକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଇବୁଡ଼ୁକା
ଉଚ୍ଚାରଣ: Khāibuṟḍ̠ukā
খাঅনিয়া खाउ

ଦେ. ବିଣ —

ୟାହାର ସର୍ବଦା ଖାଇବାରେ ମନ ବା ଲାଳସା ଥାଏ; ଟକରା — Greedy of eating; covetuous of food.