ଖାଇମନ କରିବା
ଦେଖଣା
ଖାଇମନ କରିବା —
ଉଚ୍ଚାରଣ: Khāimana karibā
খাঈকরা, খেতেমনকরা
ଦେ. କ୍ରି —
୧: କୌଣସି ପଦାର୍ଥ ଖାଇବାକୁ ଇଚ୍ଛା ବଳାଇବା —୧. To crave after some delicacy.
ଥାଇକରି ଯେ ଖାଇମନ କରେ ତା ମୁହଁଟା ପୋଡ଼ୁ—ଢ଼ଗ ସେ କାହୁଁ ଲଭିବେ ତୋହର ଫଳ, ମାନବ ଜନମ ତାଙ୍କ ବିଫଳ ଖାଇକଲେ ମନ, ବିଦେଶୁଁ ଆଣିବେ ପଠାଇ ଧନ ନୀଳମଣି. ଚିନ୍ତାତରଙ୍ଗିଣୀ
୨: (ଗର୍ଭିଣୀ ସ୍ତ୍ରୀ) ବିଶିଷ୍ଟ ଖାଦ୍ୟ ପ୍ରତି ସ୍ପୃହା କରିବା — ୨. (a pregnant woman) To long for particular articles of food or delicacies.