Jump to content

ଖାଇଲାପିଇଲା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଇଲାପିଇଲା
ଉଚ୍ଚାରଣ: Khāilāpiilā

ଦେ. ବିଣ —

ଯେ ଅଭିଳଷିତ ଖାଦ୍ୟ ଖାଇବାକୁ ପାଏ — One who gets things he desires to eat.

ଖାଇଲାପିଇଲା ଘରର ପିଲା କି ରଙ୍କ!—ଢଗ