Jump to content

ଖାଇହଗୁରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଇହଗୁରା
ଉଚ୍ଚାରଣ: Khāihagurā
খেয়েহাগা
(ଖାଇହଗୁରୀ—ସ୍ତ୍ରୀ)

ଦେ. ବିଣ. ପୁଂ. —

୧: ଖାଇସାରି ଝାଡ଼ା ଫେରିଯିବା ଯେଉଁ ବ୍ୟକ୍ତିର ଅଭ୍ୟାସ —୧. Having the habit of easing one's self after meals.

୨: ଅକୃତଜ୍ଞ; ଯେଉଁ (ବ୍ୟକ୍ତି ଖାଇଲା ପତ୍ରରେ ହଗେ ଅର୍ଥାତ୍) ଉପକାରୀର ଅପକାର କରେ — ୨. Ungrateful.