ଖାଇ ଖାଇବା
ଦେଖଣା
ଖାଇ ଖାଇବା —
ଉଚ୍ଚାରଣ: Khāi khāibā
খেয়ে খাওয়া
खाकर खाना
ଦେ. କ୍ରି. —
ଥରେ ପୂର୍ଣ୍ଣ ଭୋଜନ କରି ସାରି ଜୀର୍ଣ୍ଣ ନ ହେଉଣୁ ଅନତିବିଳମ୍ବରେ ପୁଣି ଖାଇବା; ଖାଇବା ଉପରେ ଫେର୍ ଖାଇବା —To take a meal immediatly after a full meal.
ଖାଇ ଶୋଇଲେ ବଢ଼ଇ ଆଯୁ, ଖାଇ ଚାଲିଲେ ବଢ଼ଇ ବାଯୁ ଖାଇ ବସିଲେ ବଢ଼ଇ ପେଟ, ଖାଇ ଖାଇଲେ ୟମର ଭେଟ ପ୍ରବଚନ