Jump to content

ଖାଉଁକିନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଉଁକିନା
ଉଚ୍ଚାରଣ: Khāuñkinā
খেঁককরে गुर्राकर

ଦେ. କ୍ରି. ବିଣ —

୧: କାମୁଡ଼ିବାକୁ ମୁଖବ୍ୟାଦାନ କରି — ୧. With yawning jaws to bite.

୨: ଖାଉଁ ଖାଉଁ ଶବ୍ଦ କରି — ୨. With a snarling sound.