ଖାଉଁଖାଉଁ
ଦେଖଣା
ଖାଉଁଖାଉଁ —
ଉଚ୍ଚାରଣ: Khāuñkhāuñ
খাঁকখাঁক; খেঁকখেঁক
ଦେ. ଅ. (ଧ୍ଵନ୍ୟନୁକରଣ) —
୧: (କୁକୁର, ବିଲୁଆ ଆଦି) କାମୁଡ଼ିବା ପାଇଁ କରିବା ଶବ୍ଦ — ୧. Snarling sounds uttered for the purpose of biting.
୨: କୁକୁର ପରି ଶବ୍ଦ କରି କାମୁଡ଼ିବାକୁ ଗୋଡ଼ାଉଥିବା — ୨. Ready to bite by yawning the jaws and uttering short abrupt sounnd like a dog.