Jump to content

ଖାଉଖାଉଁ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଉଖାଉଁ କରିବା
ଉଚ୍ଚାରଣ: Khāuñkhāuñ karibā
খাঁখাঁকরা गुर्राना; घुड़कना

ଦେ. କ୍ରି —

୧: (କୌଣସି ସ୍ଥାନ) ଅତ୍ୟନ୍ତ ନିର୍ଜନ ହେବାରୁ ଉପସ୍ଥିତ ବ୍ୟକ୍ତି ମନରେ ଭୀତିର ଉଦ୍ରେକ କରିବା — ୧. (a place) To raise in one's mind a feeling of terror due to its being very solitary.

୨: କୁକୁର ପରି କାମୁଡ଼ି ମିଶିବାକୁ ଖେଙ୍କାରି ହେବା — ୨. To yelp like a dog setting on its prey.