ଖାଉଟିଆ
ଦେଖଣା
ଖାଉଟିଆ —
ଉଚ୍ଚାରଣ: Khāuṭiā
খাঈনিয়া; খাঅ
खाउ
ଦେ. ବିଣ —
୧: ଯେ କରଜ ନେଇ ସୁଝେ ନାହିଁ — ୧. One who does not pay off debts.
୨: ଯେ କୌଣସି ପଣ୍ୟ ବା ଭକ୍ଷ୍ୟ ଦ୍ରବ୍ୟ ନିଜେ ଖାଇବା ନିମନ୍ତେ ଦୋକାନରୁ ବା ମହାଜନଠାରୁ ବ୍ୟୟ କରେ — ୨. One who regularly takes victuals from a shop-keeper or trader.
୩: ଯେ ବିଶେଷ ପରିମାଣରେ ଖାଏ — ୩. Gluttonous; greedy; one who takes a large quantity of food.