Jump to content

ଖାଉତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଉତି
ଉଚ୍ଚାରଣ: Khāuti

ଦେ. ବି. (ସଂ. ଖାଦ ଧାତୁ) —

୧: ଆହାର —୧. Eating.

୨: କୌଣସି ବ୍ୟକ୍ତିଙ୍କ ଅଧିକୃତ ସ୍ଥାନରେ ଭୋଜନ କରିବାକୁ ଅନୁମତି ପାଇବା ନିମନ୍ତେ ଖାଇବାଲୋକ ଯେଉଁ ନିର୍ଦ୍ଦିଷ୍ଟ କର ଦିଏ —୨. Fees paid by persons who take their meals in a place belonging to another.

[ଦ୍ର—ଲିଙ୍ଗରାଜ ଆଦିଙ୍କ ମନ୍ଦିରର ବେଢ଼ା ମଧ୍ୟରେ ୟାତ୍ରୀମାନେ ମହାପ୍ରସାଦ ଖାଇବା ପରେ ସେ ସ୍ଥାନ ପରିସ୍କାର କରିବା ପାଇଁ ୟାତ୍ରୀଙ୍କଠାରୁ ମନ୍ଦିରକର୍ତ୍ତୃପକ୍ଷ ଖାଉତି ଆଦାୟ କରନ୍ତି]

ଦେ. ବିଣ —

୧: ଯେ ଦୋକାନରୁ ପଣ୍ୟଦ୍ରବ୍ୟ ବା ସଉଦା କାଳିରେ ଆଣେ — ୧. One who takes necessaries on credit from a shop.

୨: ପେଟୁ; ଉଦରମ୍ଭରି — ୨. Greedy; voracious.