Jump to content

ଖାଉନ୍ଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଉନ୍ଦ
ଉଚ୍ଚାରଣ: Khāunda
খামিন্দ खाबिन्द, खाबन्द
(ଖାଉନ୍ଦାଣୀ—ସ୍ତ୍ରୀ)

ବୈଦେ. ବି. ପୁଂ. (ଫା. ଖାବିଂଦ୍=ସ୍ବାମୀ) —

୧: ମାଲିକ — ୧. Owner; proprietor.

୨: ସ୍ବାମୀ —୨. Husband.

୩: କର୍ତ୍ତା; ପ୍ରଭୁ; ମୁନିବ — ୩. Master; lord.

ଏହି ସପ୍ନି ହେଲା ତୋ ଖାଉନ୍ଦ—ତୋ ଠାକୁର ଦେବତା—ୟା କଥା ଏଡ଼ିବୁ ନାହିଁ ଫକୀରମୋହନ. ଗଳ୍ପଗୁଚ୍ଛ

୪: ଗୃହକର୍ତ୍ତା —୪. Master of the house.