ଖାକି
ଦେଖଣା
ଖାକି —
ଉଚ୍ଚାରଣ: Khāki
खाकी
খাকী
ବୈଦେ. ବି. (ଫା. ଖାକ୍=ପାଉଁଶ; ଖାକୀ=ପାଉଁଶିଆ) —
୧: ପାଉଁଶିଆ ବର୍ଣ୍ଣର କନା; ମାଟିଆ ରଙ୍ଗର କନା — ୧. A kind of grey stuff.
୨: ଦେହରେ ପାଉଁଶ ବୋଳି ହେବା ସାଧୁସମ୍ପ୍ରଦାୟବିଶେଷ — ୨. A class of ascetics who besmear the body with ashes.
ବୈଦେ. ବିଣ —
୧: ପାଂଶୁବର୍ଣ୍ଣବିଶିଷ୍ଟ; ପାଉଁଶିଆ; ମାଟିଆ — ୧. Grey; ash coloured.
୨: ଉପୋଷିତ; ଅଭୁକ୍ତ — ୨. Starving; famishing.