Jump to content

ଖାକ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାକ୍
ଉଚ୍ଚାରଣ: Khāk

ପ୍ରାଦେ. (ସମ୍ବଲପୁର) ବିଣ (ତୁଳ. ହି. ଓ ଫା. ଖାକ୍=ଧୂଳି ମାଟି, ଭସ୍ମ) —

୧: ଶୂନ୍ୟ; ଶୂନ୍ୟଗର୍ଭ (ବସ୍ତୁ) —୧. Empty.

୨: ନିର୍ଦ୍ଧନ; ଧନହୀନ; ଦରିଦ୍ର (ବ୍ୟକ୍ତି) — ୨. Poor; destitute (person).

୩: ଶୂନ୍ୟ (ଗୃହ); ଯେଉଁ ଘରେ କେହି ରହନ୍ତି ନାହିଁ — ୩. Unoccupied or empty (house).

ପ୍ରାଦେ. (ସମ୍ବଲପୁର) ବି (ସଂ. କକ୍ଷ) —

କାଖ (ଦେଖ) Kākha (See).