ଖାକ୍ ହେବା
ଦେଖଣା
ଖାକ୍ ହେବା —
ଉଚ୍ଚାରଣ: Khāk hebā
ପ୍ରାଦେ. (ସମ୍ବଲପୁର) କ୍ରି. (ତୁଳ. ହି. ଖାକ୍ ହୋନା) —
୧: ଶୂନ୍ୟ ହେବା —୧. To be empty.
୨: ନିର୍ଦ୍ଧନାବସ୍ଥା ପ୍ରାପ୍ତ ହେବା — ୨. To be reduced to poverty.
୩: (ଶିଶୁ ଆଦି ବଡ଼ ମନୁଷ୍ୟଙ୍କ ଦ୍ବାରା) କାଖହେବା — ୩. To be borne on the sides (i.e. between the side and the arm).