Jump to content

ଖାଙ୍କର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଙ୍କର
ଉଚ୍ଚାରଣ: Khāṅkara

ଦେ. ବିଣ. —

୧: ମୁଖବ୍ୟାଦାନଯୁକ୍ତ — ୧. Yawning (mouth).

୨: ଭୟଙ୍କର; ବିକଟ —୨. Fierce; frightful; awful.

ଖାଙ୍କରମୁଖୀ ମା ଗୋ ଖେଚରୀ ଖଗେଶ୍ବରୀ ପୀତାମ୍ବର. ନୃସିଂହପୁରାଣ

୩: ରୁକ୍ଷ; ଲୁଖୁରା (ଦେହ; କେଶ) — ୩. Not smooth (for want of oil); scabrous.

୪: ମୁକୁଳା (କେଶ) —୪. Dishevelled (hair).

୫: ପୋଲା; ଶୂନ୍ୟଗର୍ଭ —୫. Hollow; empty.