Jump to content

ଖାଙ୍କରମୁଖୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଙ୍କରମୁଖୀ
ଉଚ୍ଚାରଣ: Khāṅkaramukhī

ଦେ. ବିଣ. ସ୍ତ୍ରୀ —

୧: ଯେଉଁ ସ୍ତ୍ରୀର ପାଟି ସର୍ବଦା ଆଁ ହେଲା ଭଳିଆ ଦେଖାଯାଏ — ୧. (woman) With a yawning mouth.

୨: ବିକଟ ମୁଖବିଶିଷ୍ଟା (ସ୍ତ୍ରୀ) — ୨. (woman) With a frightful face.