Jump to content

ଖାଙ୍କର କେଶ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଙ୍କର କେଶ
ଉଚ୍ଚାରଣ: Khāṅkara keṡa

ଦେ. ବି. —

ରୁକ୍ଷ ଓ ମୁକୁଳା କେଶ — Uncouth and dishevelled hair.

ଖଣ୍ଡପର୍ବତ ସ୍ତନ ବେନି ଖାଙ୍କର କେଶ ତା ମୂର୍ଦ୍ଧନି ଜଗନ୍ନାଥ. ଭାଗବତ