ଖାଙ୍କା
ଦେଖଣା
ଖାଙ୍କା —
ଉଚ୍ଚାରଣ: Khāṅkā
ফাঁক; খাঁক
खुकला; खोखला
ଦେ. ବିଣ (ସଂ. ଶୁଷ୍କ; ସଂ. ତୁଚ୍ଛ, ପ୍ରା. ଛୁଛ) —
୧: ଶୂନ୍ୟ; ପୋଲା — ୧. Hollow.
୨: ତୁଚ୍ଛା; ଖାଲି —୨. Empty.
୩: ଉପବାସକ୍ଳିଷ୍ଟ —୩. Starving; famishing.
୪: ନିର୍ଦ୍ଧନ —୪. Impoverished; reduced to poverty; penniless.