Jump to content

ଖାଙ୍କି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଙ୍କି
ଉଚ୍ଚାରଣ: Khāṅki

ଦେ. ବି. (ଫା. ଖାକୀ=ଭସ୍ମଲେପିତ; ପାଉଁଶିଆ) —

ଖାକି; ବୈରାଗୀବିଶେଷ (ଯେ ଦେହରେ ଭସ୍ମ ବୋଳି ହୁଅନ୍ତି) — ୧. A class of ascetics who besmear their bodies with ashes.

ନାଗା ନିର୍ମୋହ ଖାଙ୍କି ଯେତେ ରାମଦାସ. ଦାତ୍ୟତାଭକ୍ତି

୨: ଉପବାସ; ଅନାହାର —୨. Fasting.

ଦେ. ବିଣ. —

ଖାଙ୍କା (ଦେଖ) Khāṅkā (See)