ଖାଙ୍କେରୀ
ଦେଖଣା
ଖାଙ୍କେରୀ —
ଉଚ୍ଚାରଣ: Khāṅkerī
ଦେ. ବି. ସ୍ତ୍ରୀ —
ଗ୍ରାମ ଦେବତାବିଶେଷ; ଗାଆଁ ଠାକୁରାଣୀ (ଯେ ପାଟି ଆଁ କରି, ପେଟକୁ ଖାଙ୍କି ଓ ଚକ୍ଷୁ କୋଟରଗତ କରି ଉଭା ଥାଆନ୍ତି) —A village Goddess with yawning mouth, sunken eyes and hollow stomach.
ଦେ. ବିଣ. ସ୍ତ୍ରୀ —
୧: ଖାଙ୍କର; ବିକଟବଦନା — ୧. With frightful face.
୨: ଉପବାସକ୍ଳିଷ୍ଟ ହୋଇ ୟାହା ପେଟ ପିଠି ଆଡ଼କୁ ପଶି ଯାଇଥାଏ —୨. Having the belly hollowed empty owing to fasting.
ମାତା ଖାଙ୍କେରୀ କି ପୁତ୍ର ଯେ ଭଣ୍ଡାରି କାଖେ ୟାକିଅଛି ଖଲି ପୀତାମ୍ବର. ନୃସିଂହପୁରାଣ