Jump to content

ଖାଞ୍ଚ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଞ୍ଚ
ଉଚ୍ଚାରଣ: Khān̄cha
খাঁচ खीचाँई

ଦେ. ବି.—(ସଂ. କର୍ଷଣ) —

ଓଟରା; ଆକର୍ଷଣ; ଖେଞ୍ଚା — Drawing.

ପ୍ରାଦେ. (ସମ୍ବଲପୁର) ବି. (ତୁଳ. ହି. ଖାଁଖ୍=ଛ୍ଦ୍ର) —

ଗର୍ତ୍ତବିଶେଷ —A sort of pit.