Jump to content

ଖାଞ୍ଚଖାଞ୍ଚିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଞ୍ଚଖାଞ୍ଚିଆ
ଉଚ୍ଚାରଣ: Khān̄chakhān̄chiā

ଦେ. ବିଣ. —

୧: ଓଟରା ହୋଇ ଖସା ହୋଇଥିବା — ୧. Drawn up; tucked up.

୨: ନଅଣ୍ଟିଆ —୨. Wanting; deficient.

୩: ଚୁସ୍ତ; କସ୍ —୩. Tight.