ଖାଞ୍ଜ
ଦେଖଣା
ଖାଞ୍ଜ —
ଉଚ୍ଚାରଣ: Khān̄ja
খাঁজ
भुर्रा; दर्ग
ଦେ. ବି —
୧: (ସଂ. କୋଷ)—ଖୋଳ; ଖାପ — ୧. Sheath; scabbard.
୨: (ସଂ. ଖଞ୍ଜ, କିମ୍ବା ସଂ. ଖଚ ଧାତୁ=ବନ୍ଧନ କରିବା)— ଏକ ବସ୍ତୁ ଅନ୍ୟ ବସ୍ତୁରେ ଅଟକି ରହିବା ପାଇଁ ଦ୍ବିତୀୟ ବସ୍ତୁରେ ହତିଆର ଦ୍ବାରା କରାଯିବା ଘରା; ଖାନ୍ଦି — ୨. A notch or groove in which one thing is set to fit into another; mortise.
[ ଦ୍ର—ଗୋଟିଏ କାଠରେ ଖାଞ୍ଜ କାଟି ତହିଁରେ ଆଉ ଗୋଟିଏ କାଠକୁ ବସାଇ ବାନ୍ଧିଲେ ସେ ବନ୍ଧନଟି ଦୃଢ଼ ହୁଏ ପକ୍କାକୋଠାର କାନ୍ଥରେ ଖାଞ୍ଜ ରଖାଯାଇଥାଏ; ସେହି କାନ୍ଥକୁ ଲଗାଇ ନୂଆ କାନ୍ଥ କଲାବେଳେ ଖାଞ୍ଜ ସଙ୍ଗେ ଜୋଡ଼ମୁହଁ ମିଳାଇ ନୂଆ ଗାନ୍ଥିନୀ କରାଯାଏ ]