ଖାଞ୍ଜିବା
ଦେଖଣା
ଖାଞ୍ଜିବା —
ଉଚ୍ଚାରଣ: Khān̄jibā
খাঁজেভরা
दाँतामेभरना
ଦେ. କ୍ରି (ସଂ. ଖଚ ଧାତୁ) —
ଏକ ବସ୍ତୁକୁ ଅନ୍ୟ ବସ୍ତୁର ଖାଞ୍ଜ ମଧ୍ୟରେ ପ୍ରବିଷ୍ଟ କରାଇବା —To thurst a thing into the notch or groove of another so as to fit the former into the latter.