Jump to content

ଖାଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଟ
ଉଚ୍ଚାରଣ: Khāṭa

ସଂ. ବି (ଖଟ୍ ଧାତୁ=ଆଚ୍ଛାଦନ କରିବା+କର୍ମ. ଅ) —

ମଡ଼ାବୁହା ଖଟିଆ; କୋକେଇ —A stretcher or dooly to carry a dead body to the cremation-ground; hearse.