Jump to content

ଖାଟି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଟି
ଉଚ୍ଚାରଣ: Khāṭi

ସଂ. ବି (ଖଟ୍ ଧାତୁ=ଆଚ୍ଛାଦନ କରିବା+କର୍ମ. ଇ) —

୧: ଖାଟ (ଦେଖ) — ୧. Khāṭa (See)

୨: କ୍ଷତ ଚିହ୍ନ ବା କିଣ —୨. Scar; cicatrix.

୩: ଖାମ୍ଖେୟାଲ୍ —୩. Caprice; whim.

ଦେ. ବିଣ —

ଖାଣ୍ଟି (ଦେଖ) — Khāṇti (See)