Jump to content

ଖାଡ଼ିଆଶିଂଘା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଡ଼ିଆଶିଂଘା
ଉଚ୍ଚାରଣ: Khāṟḍ̠iāṡiṁghā

ଦେ. ବିଣ —

ଯେଉଁ ବଳଦର ଶିଂଘମାନ କାଠି ପରି ସରୁ ଓ ସିଧା ହୋଇ ଉଠିଥାଏ — (a bullock) Having the horns rising straight from the root.

ଖାଡ଼ିଆଶିଂଘା ସବୁଠୁଁ ଟାଣ—କୃଷିବଚନ