Jump to content

ଖାଡ଼ିତେଲି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଡ଼ିତେଲି
ଉଚ୍ଚାରଣ: Khāṟḍ̠iteli

ଦେ. ବି —

ତେଲି ମାନଙ୍କର ଶାଖାବିଶେଷ — A class of oilmen.

[ ଦ୍ର—ଏହି ଶ୍ରେଣୀର ତେଲିମାନେ ଖାଡ଼ିବଳଦଙ୍କ ଉପରେ ବିଦେଶରୁ ଖସା, ଗବ, ସୋରିଷ ଆଦି ବୋଝେଇ କରି ଆଣି ତେଲ ଫେଡ଼ନ୍ତି ]