Jump to content

ଖାଡ଼ିବଳଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଡ଼ିବଳଦ
ଉଚ୍ଚାରଣ: Khāṟḍ̠ibaḻada
ছালাবদ लब्बुबएल

ଦେ. ବି —

ଯେଉଁ ବଳଦମାନେ ଖାଡ଼ିଦ୍ବାରା ପିଠିରେ ଶସ୍ୟାଦି ବୁହାନ୍ତି; ଥୋରିବଳଦ — Bullocks carrying grains etc in bags on their backs; pack-bullocks.

[ ଦ୍ର—ପୂର୍ବେ ଏ ଦେଶରେ ଗାଡ଼ି ଯିବା ଆସିବା ପାଇଁ ସୁବିଧା ଜନକ ରାସ୍ତ୍ ନ ଥିବାରୁ ଲୋକେ ଖାଡ଼ିବଳଦଙ୍କ ଉପରେ ବୋଝ ଲଦି ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆ ଅଣା କରି ବ୍ୟବସାୟ କରୁଥିଲେ ଏବେ ଏହା କ୍ରମଶଃ ଲୋପ ପାଉଅଛି ]