ଖାଡ଼ିବୁହା
ଦେଖଣା
ଖାଡ଼ିବୁହା —
ଉଚ୍ଚାରଣ: Khāṟḍ̠ibuhā
ଦେ. ବିଣ —
୧: ଯେଉଁ ବେପାରୀ ଖାଡ଼ୀଦ୍ବାରା ବଳଦଙ୍କ ପିଠିରେ ପଣ୍ୟଦ୍ରବ୍ୟ ଏକସ୍ଥାନରୁ ଅନ୍ୟ ସ୍ଥାନକୁ ନିଏ; ଥୋରିଆ — ୧. Carrying on trade by meaus of pack-bullocks.
୨: ଯେଁ ଜନ୍ତୁ ଖାଡ଼ି ବୁହେ; ଥୋରିଆ — ୨. (animal) Carrying packs on its back.