ଖାଡ଼ି ବୋହିବା
ଦେଖଣା
ଖାଡ଼ି ବୋହିବା —
ଉଚ୍ଚାରଣ: Khāṟḍ̠i bohibā
ଦେ. କ୍ରି —
ବେପାର କରିବା ନିମନ୍ତେ ବଳଦମାନଙ୍କ ପିଠିରେ ଶସ୍ୟାଦି ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବା କରିବା —To carry on trade with the help of pack-bullocks.