ଖାଡ଼୍ଗିକ
ଦେଖଣା
ଖାଡ଼୍ଗିକ —
ଉଚ୍ଚାରଣ: Khāḍgika
ସଂ. ବିଣ. (ଖଡ୍ଗ+ସମ୍ବନ୍ଧ ଓ ବିଦ୍ୟମାନାର୍ଥେ. ଇକ.) —
୧: ଖଡ୍ଗସମ୍ବନ୍ଧୀୟ — ୧. Relating to a sword.
୨: ଖଡ୍ଗଧାରୀ; ଖଡ୍ଗଦ୍ବାରା ସଜ୍ଜିତ (ବ୍ୟକ୍ତି) — ୨. Armed with or bearing a sword.
ସଂ. ବି. ପୁଂ —
ଖଡ୍ଗଧାରୀ ବ୍ୟକ୍ତି —A swordsman.