ଖାଡ଼ ଦେବା
ଦେଖଣା
ଖାଡ଼ ଦେବା —
ଉଚ୍ଚାରଣ: Khāṟḍ̠a debā
ଗ୍ରା. କ୍ରି —
ଥଟ୍ଟାଲୋକ ଲଙ୍ଗେ ପରିହାସଛଳରେ ତାହାଙ୍କ କଥିତ ଭଲ କଥାର ପ୍ରତ୍ଯୁତ୍ତରରୂପେ ଅଶ୍ଳୀଳ ବା ଶ୍ଳେଷାର୍ଥକ କଥା କହିବା — To give a ready retort to a word uttered by an intiment friend or associate by using slang or indecent puns.
[ ଦ୍ର—କଥାପ୍ରସଙ୍ଗରେ ଜଣେ ଲୋକ ହଁ, ହୁଁ, ହେଁ ଆଦି କହିଲେ ଅଶ୍ଳୀଳତାପ୍ରିୟ ପରିହାସୀ ସଙ୍ଗୀ ଗୋଟାଏ ଅଶ୍ଳୀଳ ଶବ୍ଦ ସଙ୍ଗେ ଢ଼ଁ, ଢୁଁ, ଢେଁ ଲଗାଇ ଖାଡ଼ ଦିଏ ]