ଖାଣ୍ଟିବା
ଦେଖଣା
ଖାଣ୍ଟିବା —
ଉଚ୍ଚାରଣ: Khāṇṭibā
খাঁচা; খিঁচা
खीचना
ଦେ. କ୍ରି. (ସଂ. ଖଚ ଧାତୁ=ବନ୍ଧନେ) —
୧: ଖେଣ୍ଟିବା; କସିଦେବା; କମି କରିବା — ୧. To reduce in quantity or supply.
୨: ଖେଞ୍ଚିବା; ଅଳ୍ପମାତ୍ରାରେ ଦେବା —୨. To dole out a thing with niggardiness.