ଖାଣ୍ଡବଦହନ
ଦେଖଣା
ଖାଣ୍ଡବଦହନ —
ଉଚ୍ଚାରଣ: Khāṇḍabadahana
ସଂ. ବି. (ପୌରାଣିକ) —
ଅଗ୍ନିଙ୍କର କ୍ଷୁଦାନିବୃତ ନିମନ୍ତେ ଅର୍ଜୁନଙ୍କ ଦ୍ବାରା ଖାଣ୍ଡବ ବନ ଓ ତହିଁରେ ଥିବା ସବୁ ଜୀବ ଜନ୍ତୁଙ୍କର ପୋଡ଼ାପୋଡ଼ି — The burning of the forest of Khāṇḍaba and its animals by Arjuna in order to propitiate the hunger of the Fire-God.