Jump to content

ଖାଣ୍ଡବପ୍ରସ୍ଥ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଣ୍ଡବପ୍ରସ୍ଥ
ଉଚ୍ଚାରଣ: Khāṇḍabaprastha

ସଂ. ବି. (ଖାଣ୍ଡବ+ପ୍ରସ୍ଥ) —

ଇନ୍ଦ୍ରପ୍ରସ୍ଥ; ପ୍ରାଚୀନ ଦିଲ୍ଲୀ — The place now called Delhi.

[ ଦ୍ର—ଧୃତରାଷ୍ଟ୍ର ଖାଣ୍ଡବପ୍ରସ୍ଥ ଗ୍ରାମକୁ ପାଣ୍ଡବ ମାନଙ୍କୁ ବାସ କରିବାକୁ ଦେଇଥିଲେ ଓ ପାଣ୍ଡବମାନେ ଏହିଠାରେ ଇନ୍ଦ୍ରପ୍ରସ୍ଥ ନଗର ବସାଇ ଥିଲେ ]