Jump to content

ଖାତବନ୍ଦି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାତବନ୍ଦି
ଉଚ୍ଚାରଣ: Khātabandi

ଦେ. ବି —

କୌଣସି ସ୍ଥାନରେ ମାଟି ପକାଇବା ନିମନ୍ତେ ଯେବେ ଖାତରୁ ମାଟି ଉଠା ଯାଇଥାଏ ସେ ସ୍ଥାନରେ କେତେ ପରିମାଣରେ ମାଟି ପଡ଼ିଛି ଏହା ଜାଣିବା ନିମନ୍ତେ ଖୋଳା ହୋଇଥିବା ଖାତମାନଙ୍କର ଦୈର୍ଘ୍ୟ, ପ୍ରସ୍ଥ ଓ ଗଭୀରତା ମାପିବାର ପ୍ରଣାଳୀ — Cubical measurement of the pits from which earth has been taken out for an earthwork.