Jump to content

ଖାତର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାତର
ଉଚ୍ଚାରଣ: Khātara
খাতির खातीर

ବୈଦେ. ବି. (ଫା. ଖାତିର) —

୧: ଅନୁରୋଧ; ଉପରୋଧ — ୧. Request.

୨: ଜାମିନ୍ —୨. Security.

୩: ଧନ —୩. Property; assets.

୪: ମନୋଯୋଗ —୪. Attention; heed.

୫: ସୁନାମ —୫. Credit; prestige.

୬: ଶ୍ରଦ୍ଧା —୬. Attachment; affection.

୭: ମହତ୍ତ୍ବ; ମର୍ୟ୍ୟାଦା; ସମ୍ମାନ; ଆଦର — ୭. Respect; honour.

ବାଘସିଂହ ଉଆସରେ ମାଣିକର ଭାରି ଖାତର ଫକୀରମୋହନ. ଛମାଣଆଠଗୁଣ୍ଠ

୮: ପରବାୟ୍; ପରେଇ —୮. Care; regard.

୯: ପ୍ରତିପତ୍ତି —୯. Influence.

୧: ଜାମିନ୍ଦାର୍; ପ୍ରତିଭୂ —୧୦. Surety.

ବୈଦେ. ଅ —

(କିଛିକାଳ) ନିମନ୍ତେ; ସକାଶେ; ପାଇଁ — for (a fixed time.)

(ଯଥା—ତୁମେ ଏଠାକୁ ଦିନକ ଖାତର ଆସିବ)