ଖାତର କରିବା
ଦେଖଣା
ଖାତର କରିବା —
ଉଚ୍ଚାରଣ: Khātara karibā
খাতিরকরা
खातीरकरना
ଦେ. କ୍ରି. —
ଆଦର କରିବା; ସମ୍ମାନ କରିବା — ୧. To show regard or respect.
୨: (କଥା ବା ଉପଦେଶକୁ) ଗ୍ରାହ୍ୟ କରିବା; ଗ୍ରହଣ କରିବା —୨. To pay any regard to.
୩: ପରବାୟ୍ କରିବା —୩. To care for anything.