Jump to content

ଖାତର ନଦାରଦ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାତର ନଦାରଦ୍
ଉଚ୍ଚାରଣ: Khātara nadārad

ବୈଦେ. ବି. (ଫା. ଖାତିର=ସମ୍ମାନ+ନଦାରଦ୍=ନାହିଁ) —

ବେଖାତିର; ଅବହେଳା; ଅବଜ୍ଞା; ଅୟତ୍ନ; ଅଶ୍ରଦ୍ଧା —Disregard; want of regard or respect.

ବିଣ. —

ବେଖାତର —Regardless; careless.

ବାକ୍ୟ —

ଖାତର ବା ସମ୍ମାନ ନାହିଁ — There is no regard or respect.

(ଯଥା—ମୁଁ ସେଠାକୁ ଗଲି ଯେ ସେଠାରେ ମୋତେ ଖାତର ନଦାରଦ୍)