Jump to content

ଖାତର ନ ଦିଶିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାତର ନ ଦିଶିବା
ଉଚ୍ଚାରଣ: Khātara na diṡibā

ଦେ. ବି. —

ଆଦରର ବା ସମ୍ମାନର ପାତ୍ର ବୋଲି ବିବେଚିତ ନ ହେବା —Not being considered worth caring for.

ତାକୁ ଖାତର ଦିଶିଲା ନାହିଁ ସେ ନିର୍ଭୟରେ ଆସି ଋଷି ମାନଙ୍କୁ ମାରି ଖାଇବ ବୋଲି ବସିଲା ନୀଳକଣ୍ଠଦାସ. ପିଲାଙ୍କ ରାମାୟଣ