ଖାତାବହି
ଦେଖଣା
ଖାତାବହି —
ଉଚ୍ଚାରଣ: Khātābahi
খাতাবহি
खाताबहि
ଦେ. ବି. —
୧: ଆୟବ୍ୟୟର ହିସାବଲେଖା ବହି — ୧. Accounts book for entering daily accounts of receipts and disbursements; ledger.
୨: ଗୁଡ଼ିଏ କାଗଜ ଏକତ୍ର ବନ୍ଧା ହୋଇଥିବା ବହି — ୨. Papers bound or stitched into a book.