Jump to content

ଖାତାବାକି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାତାବାକି
ଉଚ୍ଚାରଣ: khātābāki
খাতাবাকী खाताबाकी

ଦେ. ବି —

କୌଣସି ବ୍ୟକ୍ତିଠାରେ ଖାତାରେ ଲେଖାଥିବା ବଏପଏଠ ବା ଜମାଖରଟ ହିସାବ ହେବା ପରେ ୟାହା ବାକି ଗଡ଼େ —Amount shown as outstanding due from a person after adjustment of his transactions and payments.