Jump to content

ଖାତା କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାତା କରିବା
ଉଚ୍ଚାରଣ: Khātā karibā

ଦେ. କ୍ରି —

୧: ଖାତାରେ ଲେଖିବା — ୧. To enter in the accounts.

୨: କୌଣସି ବ୍ୟକ୍ତିର ନାମରେ ପ୍ରଥମେ କାରବାର ବିଷୟ ଉଲ୍ଳେଖ କରିବା —୨. To open an account in the name of a person.

୩: ମହାଜନର ଖାତାରେ ଖାତକ ଆପଣାର ଦାୟିତ୍ବ ବା ଦେଏଣା ବିଷୟ ସ୍ବୀକାର କରି ଲେଖି ସ୍ବାକ୍ଷର କରିଦେବା — ୩. To write and sign in the creditor's account book one's debt's and dues.