ଖାତା ଦୋରସ୍ଥ
ଦେଖଣା
ଖାତା ଦୋରସ୍ଥ —
ଉଚ୍ଚାରଣ: khātā dorasta
ଦେ. ବି —
ଖାତାରେ ଆୟ ବ୍ୟୟ ଗଡ଼ାଯିବା କର୍ମ — Squaring of accounts of receipts and disbursements.
୨: କାଗଜପତ୍ର ଅନୁସାରେ ସବୁ କାମ ଠିକ ଥିବାର ଦେଖାଯିବା ଅବସ୍ଥା —୨. The state of everything appearing all right on paper.