ଖାତା ମିଳାଇବା
ଦେଖଣା
ଖାତା ମିଳାଇବା —
ଉଚ୍ଚାରଣ: Khātā miḻāibā
খাতামোন
खातामिलाना
ଦେ. କ୍ରି —
୧: ଖାତାରେ ଲେଖାଥିବା ଆୟ ସଙ୍ଗେ ବ୍ୟୟର ମେଳ କରିବା — ୧. To squara up accounts.
୨: ମହାଜନ ଓ ଖାତକଙ୍କ ଖାତାଦ୍ବୟରେ ଲେଖା— ଥିବା ବିଷୟମାନ ମୁକାବିଲା କରିବା — ୨. To check and compare the entries in the account books of the creditor and the debtor.